ମୟୂରଭଞ୍ଜ ଜିଲ୍ଲାରେ ୪୯ଟି ଜିଲ୍ଲା ପରିଷଦ ଆସନ ଦଖଲ କଲାଣି ବିଜେଡି

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ପାଇଁ ଭୋଟଗଣତି ୨୬ଟି ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ସବୁ ୨୪ଟି ଜୋନରେ ଜିତିଥିବା ବେଳେ ବିଜେପି କି କଂଗ୍ରେସ କୌଣସି ଆସନ ଜିତି ନ ଥିବା ଜଣାଯାଇଛି। କିନ୍ତୁ ଜେଏମ୍‌ଏମ୍‌ ୨ଟି ଆସନରେ ବିଜୟୀ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଗତ ଥର ମୟୂରଭଞ୍ଜ ଜିଲ୍ଲାର ୫୬ଟି ଜିଲ୍ଲା ପରିଷଦ ଆସନ ଭିତରୁ ୪୮ଟିରେ ବିଜେପି  ବିଜୟ ଲାଭ କରିଥିଲା। କିନ୍ତୁ ଏଥର ଫଳ ଓଲଟା ହୋଇଛି।

ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ପରିଷଦ ଚୂଡ଼ାନ୍ତ ଫଳାଫଳ ନିମ୍ନରୁ ଜାଣନ୍ତୁ:

ମୟୂରଭଞ୍ଜ: ୨୬ଟି ଜୋନ୍‌ର ଫଳାଫଳ
-ବିଜେଡି ୨୪ ଓ ଜେଏମ୍‌ଏମ୍‌ ୨ଟି ଆସନରେ ବିଜୟୀ
-ବିଜେପି ୦ ଓ କଂଗ୍ରେସ ୦

ଜିଲ୍ଲା: ମୟୂରଭଞ୍ଜ
ନିର୍ବାଚନ ମଣ୍ତଳୀ: ବାରିପଦା
ବ୍ଲକ୍‌: ବାରିପଦା
ଜୋନ୍: ୩୦
ବିଜେଡି/ପ୍ରାର୍ଥୀ: ନରେନ୍ଦ୍ର ହାଁସଦା

ନିର୍ବାଚନ ମଣ୍ତଳୀ: କରଞ୍ଜିଆ
ବ୍ଲକ୍‌: ଠାକୁରମୁଣ୍ଡା
ଜୋନ୍: ୧୯
ବିଜେଡି/ପ୍ରାର୍ଥୀ: ପ୍ରହଲ୍ଲାଦ ମଢ଼େଇ-୧୬୨୦୪

ନିର୍ବାଚନ ମଣ୍ତଳୀ: ରାଇରଙ୍ଗପୁର
ବ୍ଲକ୍‌: ରାଇରଙ୍ଗପୁର
ଜୋନ୍: ୪୬
ବିଜେଡି/ପ୍ରାର୍ଥୀ: ଲିପିକା ମଣ୍ଡଳ-୭୧୭୭-ବିଜୟୀ

ନିର୍ବାଚନ ମଣ୍ତଳୀ: ଉଦଳା
ବ୍ଲକ୍‌: ଉଦଳା
ଜୋନ୍: ୨
ବିଜେଡି/ପ୍ରାର୍ଥୀ: ଲଳିତା ବିଶୋଇ-୧୧୪୪୫

ନିର୍ବାଚନ ମଣ୍ତଳୀ: ସାରସକଣା
ବ୍ଲକ୍‌: ବିଜାତଳା
ଜୋନ୍: ୩୨
ଜେଏମ୍‌ଏମ୍‌/ପ୍ରାର୍ଥୀ: ମୀନା ସୋରେନ-୪୩୬୯

ନିର୍ବାଚନ ମଣ୍ତଳୀ: ବାରିପଦା
ବ୍ଲକ୍‌: ଖୁଣ୍ଟା
ଜୋନ୍: ୧୩
ବିଜେଡି/ପ୍ରାର୍ଥୀ: ସୁନିତୀ ମାରାଣ୍ଡି-୧୦୧୦୧

ନିର୍ବାଚନ ମଣ୍ତଳୀ: ରାଇରଙ୍ଗପୁର
ବ୍ଲକ୍‌: କୁସୁମୀ
ଜୋନ୍: ୧୧
ବିଜେଡି/ପ୍ରାର୍ଥୀ: ରାମଚନ୍ଦ୍ର ମୁର୍ମୁ-୧୧୦୬୪-ବିଜୟୀ

ନିର୍ବାଚନ ମଣ୍ତଳୀ: କରଞ୍ଜିଆ
ବ୍ଲକ୍‌: କରଞ୍ଜିଆ
ଜୋନ୍: ୭
ବିଜେଡି/ପ୍ରାର୍ଥୀ: ଜ୍ୟୋତ୍ସ୍ନାରାଣୀ ନାଏକ-୧୨୧୪୫

ନିର୍ବାଚନ ମଣ୍ତଳୀ: ଉଦଳା
ବ୍ଲକ୍‌: କପ୍ତିପଦା
ଜୋନ୍: ୪
ବିଜେଡି/ପ୍ରାର୍ଥୀ: ମାକୁ ସିଂ-୧୭୭୦୩

ନିର୍ବାଚନ ମଣ୍ତଳୀ: ଉଦଳା
ବ୍ଲକ୍‌: ଜିବି ନଗର
ଜୋନ୍: ୧୫
ବିଜେଡି/ପ୍ରାର୍ଥୀ: ଉର୍ମିଳା ସେଠୀ-୧୩୦୪୯

ନିର୍ବାଚନ ମଣ୍ତଳୀ: ମୋରଡ଼ା
ବ୍ଲକ୍‌: ମୋରଡ଼ା
ଜୋନ୍: ୩୯
ବିଜେଡି/ପ୍ରାର୍ଥୀ: ଝରଣା ମୁର୍ମୁ-୮୪୪୪

ନିର୍ବାଚନ ମଣ୍ତଳୀ: ବଡ଼ସାହି
ବ୍ଲକ୍‌: ବଡ଼ସାହି
ଜୋନ୍: ୨୩
ବିଜେଡି/ପ୍ରାର୍ଥୀ: ସୁବାସିନୀ ନାଏକ-୧୪୩୧୦

ନିର୍ବାଚନ ମଣ୍ତଳୀ: ମୋରଡ଼ା
ବ୍ଲକ୍‌: ରାସଗୋବିନ୍ଦପୁର
ଜୋନ୍: ୪୮
ବିଜେଡି/ପ୍ରାର୍ଥୀ: ଶ୍ୟାମସୁନ୍ଦର ଡାକୁଆ

ନିର୍ବାଚନ ମଣ୍ତଳୀ: ‌ମୋରଡ଼ା
ବ୍ଲକ୍‌: ଶୁଳିଆପଦା
ଜୋନ୍: ୫୪
ବିଜେଡି/ପ୍ରାର୍ଥୀ: ନଗେନ କିସ୍କୁ-୧୦୬୧୧

ନିର୍ବାଚନ ମଣ୍ତଳୀ: ସାରସକଣା
ବ୍ଲକ୍‌: ସାରସକଣା
ଜୋନ୍: ୫୬
ବିଜେଡି/ପ୍ରାର୍ଥୀ: ମିତାରାଣୀ ନାୟକ-୧୧୨୨୨

ନିର୍ବାଚନ ମଣ୍ତଳୀ: ସାରସକଣା
ବ୍ଲକ୍‌: ବିଶୋଇ
ଜୋନ୍: ୩୪
ଜେଏମ୍‌ଏମ୍‌/ପ୍ରାର୍ଥୀ: ବିନ୍ଦୁସ୍ମିତା ଦେଓ-୮୧୨୩

ନିର୍ବାଚନ ମଣ୍ତଳୀ: ବାଙ୍ଗିରିପୋଷି
ବ୍ଲକ୍‌: ଶ୍ୟାମାଖୁଣ୍ଟା
ଜୋନ୍: ୫୦
ବିଜେଡି/ପ୍ରାର୍ଥୀ: ଭାରତୀ ହାଁସଦା-୧୧୮୦୧

ନିର୍ବାଚନ ମଣ୍ତଳୀ: ସାରସକଣା
ବ୍ଲକ୍‌: ବିଜାତଳା
ଜୋନ୍: ୩୨
ଜେଏମ୍‌ଏମ୍‌/ପ୍ରାର୍ଥୀ: ମୀନା ସୋରେନ-୬୭୯୮

ନିର୍ବାଚନ ମଣ୍ତଳୀ: ରାଇରଙ୍ଗପୁର
ବ୍ଲକ୍‌: ଜାମଦା
ଜୋନ୍: ୧୭
ବିଜେଡି/ପ୍ରାର୍ଥୀ: ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି-୭୯୨୮

ନିର୍ବାଚନ ମଣ୍ତଳୀ: ରାଇରଙ୍ଗପୁର
ବ୍ଲକ୍‌: ଜାମଦା
ଜୋନ୍: ୧୭
ବିଜେଡି/ପ୍ରାର୍ଥୀ: ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି-୭୯୧୮

ନିର୍ବାଚନ ମଣ୍ତଳୀ: ରାଇରଙ୍ଗପୁର
ବ୍ଲକ୍‌: ତିରିଂ
ଜୋନ୍: ୨୧
ବିଜେଡି/ପ୍ରାର୍ଥୀ: ଜନତା ବସା-୬୩୯୮

ନିର୍ବାଚନ ମଣ୍ତଳୀ: ଯଶିପୁର
ବ୍ଲକ୍‌: ରରୁଆଁ
ଜୋନ୍: ୪୪
ବିଜେଡି/ପ୍ରାର୍ଥୀ: ମୀନତି ତିରିଆ-୮୩୯୭

ନିର୍ବାଚନ ମଣ୍ତଳୀ: ଯଶିପୁର
ବ୍ଲକ୍‌: ଶୁକୃଳି
ଜୋନ୍: ୫୨
ବିଜେଡି/ପ୍ରାର୍ଥୀ: ବିକାଶ ସି

ନିର୍ବାଚନ ମଣ୍ତଳୀ: ବାଙ୍ଗିରିପୋଷି
ବ୍ଲକ୍‌: ବାଙ୍ଗିରିପୋଷି
ଜୋନ୍: ୨୮
ବିଜେଡି/ପ୍ରାର୍ଥୀ: ରାମଚନ୍ଦ୍ର ମୁର୍ମୁ-୧୪୬୬୪

ନିର୍ବାଚନ ମଣ୍ତଳୀ: ବଡ଼ସାହି
ବ୍ଲକ୍‌: ବେତନଟୀ
ଜୋନ୍: ୩୬
ବିଜେଡି/ପ୍ରାର୍ଥୀ: ସବିତା ଦାସ-୧୧୮୫୮

ନିର୍ବାଚନ ମଣ୍ତଳୀ: ବାଙ୍ଗିରିପୋଷି
ବ୍ଲକ୍‌: କୁଳିଅଣା
ଜୋନ୍: ୯
ବିଜେଡି/ପ୍ରାର୍ଥୀ: ଆନନ୍ଦ ଚନ୍ଦ୍ର ଟୁଡୁ

ମୟୂରଭଞ୍ଜ ଜିଲ୍ଲାର୨ଟି ଜିଲ୍ଲା ପରିଷଦ ଆସନରୁ ୪୯ରେ ବିଜେଡି ଏଯାଏ ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର