ମୟୂରଭଞ୍ଜ ଜିଲ୍ଲାର ୨୬ଟି ଜିଲ୍ଲା ପରିଷଦ ଆସନରୁ ୨୫ରେ ବିଜେଡି ବିଜୟୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ୨୬ ଜିଲ୍ଲା ପରିଷଦ ଆସନରୁ ୨୫ଟିରେ ବିଜେଡି ବିଜୟ ଲାଭ କରିଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଗୋଟିଏ ଆସନରେ ବିଜୟୀ  ହୋଇଛି। ନିମ୍ନରୁ ଜାଣନ୍ତୁ ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ଦିନର ଜିଲ୍ଲା ପରିଷଦ ଭୋଟ ଗଣତିର ଫଳାଫଳ:

ଉଦଳା – ୧ – (ବିଜେଡି) ଇଂ ସୁଶାନ୍ତି ସିଂ ।

କପ୍ତିପଦା – ୩ (ବିଜେଡି) ସୀରୁ ସୋରେନ ।

କରଞ୍ଜିଆ – ୬ (ବିଜେଡି) ବୀଣାପାଣି ନାଏକ ।

କୁଳିଅଣା – ୮ (ବିଜେଡି) ଦୂର୍ଗା ମାର୍ଣ୍ଡି ।

କୁସୁମୀ – ୧୦ (ବିଜେଡି) ପୁତୁଲ ହାଇବୁରୁ ।

ଖୁଣ୍ଟା – ୧୨ (ବିଜେଡି) ହୃଦାନନ୍ଦ ମୁର୍ମୁ ।

ଗୋପବନ୍ଧୁନଗର – ୧୪ (ବିଜେଡି) ଉର୍ମିଳା ଲେଙ୍କା ।

ଜାମଦା – ୧୬ (ବିଜେଡି) ବାବୁଲୁ ଟୁଡୁ ।

ଠାକୁରମୁଣ୍ଡା – ୧୮ (ବିଜେଡି) ପୂର୍ଣ୍ଣିମା ବାଗସିଂ ।

ତିରିଂ – ୨୦ (ବିଜେଡି) ପ୍ରକାଶ ଚନ୍ଦ୍ର ମୁଣ୍ଡା – ।

ବଡସାହି – ୨୨ (ବିଜେଡି) ଦଶରଥ ସିଂ ।

ବହଳଦା – ୨୫ (ବିଜେଡି) ଭଗବତୀ ମିଶ୍ର ।

ବାଙ୍ଗିରିପୋଷି – ୨୭ (ବିଜେଡି) ପାର୍ବତୀ ସିଂ ।

ବାରିପଦା- ୨୯ (ବିଜେଡି) ସତ୍ୟଭାମା ମହାନ୍ତ ।

ବିଜାତଳା – ୩୧ (ବିଜେଡି) ପାର୍ବତୀ ଟୁଡୁ ।

ବିଶୋଇ :- ୩୩ (ଜେଏମ୍ଏମ୍) ଶୀତଲ କିସ୍କୁ ।

ବେତନଟୀ :- ୩୫ (ବିଜେଡି) ବିଶ୍ବନାଥ ହେମ୍ବ୍ରମ ।

ମୋରଡା :- ୩୮ (ବିଜେଡି) ଅଭିରାମ ଭୋଇ ।

ଯଶିପୁର :- ୪୧ (ବିଜେଡି) ମିନତି ନାଏକ ।

ରରୁଆଁ :- ୪୩ (ବିଜେଡି) ବଦନୀ ମୁଦି ।

ରାଇରଙ୍ଗପୁର :- ୪୫ (ବିଜେଡି) ଶଚିଦାନନ୍ଦ ମହାନ୍ତ ।

ରାସଗୋବିନ୍ଦପୁର :- ୪୭ (ବିଜେଡି) ଦଶରଥ ରାମ ।

ଶ୍ୟାମାଖୁଣ୍ଟା :- ୪୯ (ବିଜେଡି) ମଧୁସୂଦନ ସିଂ ।

ଶୁକ୍ରୁଳି :- ୫୧ (ବିଜେଡି) ପରମେଶ୍ବର ନାଏକ ।

ଶୁଳିଆପଦା :- ୫୩ (ବିଜେଡି) ମୀରାଲତା ସିଂ ।

ସାରସକଣା :- ୫୫ (ବିଜେଡି) ମାନୀ ମାହାଲି ।

 

ସମ୍ବନ୍ଧିତ ଖବର