ମୟୂରଭଞ୍ଜ ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨

କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ

୧ ବେତନଟୀ, ୨୪, କୌଶଲ୍ୟା ମାଝୀ, ୧୨, ବିଜେଡି
୨ ବଡ଼ସାହି, ୩୦, ମୀନତି ସିଂ, ନିର୍ଦ୍ବନ୍ଦ୍ବ, ବିଜେଡି
୩ ମୋରଡ଼ା, ୨୦, ପୀଥନାଥ ସୋରେନ, ନିର୍ଦ୍ବନ୍ଦ୍ବ, ବିଜେଡି
୪ ରାସ‌େଗାବିନ୍ଦପୁର, ୧୬, ପାବର୍ତୀ ହାଁସଦା, ୯, ସ୍ବାଧୀନ
୫ ଖୁଣ୍ଟା, ୧୪, ସୁଧନ୍ୟା ନାଏକ, ନିର୍ଦ୍ବନ୍ଦ୍ବ, ବିଜେଡି
୬ ଉଦଳା, ୧୨, ମଞ୍ଜୁଲତା ବିଶ୍ବାଳ, ନିର୍ଦ୍ବନ୍ଦ୍ବ, ବିଜେଡି
୭ ଶ୍ୟାମାଖୁଣ୍ଟା, ୧୪, ଚନ୍ଦ୍ରମୋହନ ସିଂ, ନିର୍ଦ୍ବନ୍ଦ୍ବ, ବିଜେଡି
୮ କପ୍ତିପଦା, ୨୬, କାହ୍ନୁଚରଣ ସୋରେନ୍, ନିର୍ଦ୍ବନ୍ଦ୍ବ, ବିଜେଡି
୯ ଜିବିନଗର ,୧୩, ଝୁଲଣ ବାରସାଳିଆ, ନିର୍ଦ୍ବନ୍ଦ୍ବ, ବିଜେଡି
୧୦ ସାରସକଣା, ୧୭, ତୁଳସୀ ସିଂ, ୧୧, ବିଜେଡି
୧୧ କୁଳିଅଣା, ୧୭, ଦୀପିକା ସିଂ, ୧୦, ବିଜେଡି
୧୨ ବାଙ୍ଗିରିପୋଷି, ୧୯, ଗୀତାଞ୍ଜଳି ହେମ୍ବ୍ରମ୍, ନିର୍ଦ୍ବନ୍ଦ୍ବ, ବିଜେଡି
୧୩ ଶୁଳିଆପଦା, ୧୬, ପାନମଣି ମାରାଣ୍ଡି, ୧୨, ବିଜେଡି
୧୪ ବାରିପଦା, ୧୧, ସୁନ୍ଦର ସିଂ, ନିର୍ଦ୍ବନ୍ଦ୍ବ, ବିଜେଡି
୧୫ ରାଇରଙ୍ଗପୁର, ୯, ଜ୍ଞାନରଂଜନ ହେମ୍ବ୍ରମ୍, ନିର୍ଦ୍ବନ୍ଦ୍ବ, ବିଜେଡି
୧୬ ଜାମଦା, ୧୦, ଡୁମ୍‌କା ହେମ୍ବ୍ରମ୍, ନିର୍ଦ୍ବନ୍ଦ୍ବ, ବିଜେଡି
୧୭ ବହଳଦା, ୧୨, ଦୀପାଞ୍ଜଳି ସିଂ, ୭, ବିଜେପି
୧୮ କୁସୁମୀ, ୧୪, ମାନ୍ଦେ ପୂର୍ତ୍ତି, ୮, ବିଜେଡି

୧୯ ତିରିଂ, ୧୦, ପରମେଶ୍ବର ସମାଡ଼, ୬, ବିଜେଡି
୨୦ ବିଜାତଳା, ୧୨, ରାଣୀ ମୁର୍ମୁ, ନିର୍ଦ୍ବନ୍ଦ୍ବ, ବିଜେଡି
୨୧ ବି‌େଶାଇ, ୧୩, ତୁଳସୀ ସିକ୍ରି ହାଁସଦା, ୯, ବିଜେଡି
୨୨ କରଞ୍ଜିଆ, ୧୫, ସୁଭଦ୍ରା ମାରାଣ୍ଡି, ନିର୍ଦ୍ବନ୍ଦ୍ବ, ବିଜେଡି
୨୩ ଠାକୁରମୁଣ୍ଡା, ୧୮, ସରୋଜିନୀ ମୁଣ୍ଡା, ୧୦, ବିଜେଡି
୨୪ ଶୁକୃଳି, ୧୦, କବିତା ମଞ୍ଜରୀ ନାୟକ, ନିର୍ଦ୍ବନ୍ଦ୍ବ, ବିଜେଡି
୨୫ ରରୁଅଁା, ୧୨, ଅଜିତ କୁମାର ତିରିଆ, ୮, ବିଜେଡି
୨୬ ଯଶିପୁର, ୨୦, କୁମୁଦିନୀ ଦଳେଇ, ୧୬, ବିଜେଡି

ସମ୍ବନ୍ଧିତ ଖବର