ଭୁବନେଶ୍ୱର : ଚିଟଫଣ୍ଡ ସଂସ୍ଥା ଦାତମର ଏମଡି ବ୍ରଜସୁନ୍ଦର ପଟ୍ଟନାୟକ ଗିରଫ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ସେ ଗତ ଜୁନରୁ ଫେରାର ଥିଲେ । ଏହି ସଂସ୍ଥା ଲୋକମାନଙ୍କଠାରୁ ପ୍ରାୟ ୨୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp