ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭୂମି ଓ ପ୍ରକଳ୍ପ ସବ୍କମିଟିର ଜରୁରି ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ମନ୍ଦିର ସଦର କାର୍ଯ୍ୟାଳୟ ସଭାଗୃହ ପ୍ରକୋଷ୍ଠରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅପରାହ୍ଣରେ ଏହି ବୈଠକ ବସିବ। ଶ୍ରୀଜଗନ୍ନାଥ ମନ୍ଦିର ଅଧୀନରେ ଥିବା ଜମିରେ ବସବାସ କରୁଥିବା ଲୋକେ ବର୍ଷ ବର୍ଷ ଧରି ୟୁନିଫର୍ମ ପଲିସି ପ୍ରସଙ୍ଗ ଉଠାଇ ଆସୁଥିବାରୁ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ପଲିସିର ସରଳୀକରଣ ନେଇ ବିଶେଷ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
ଆଜି ଶ୍ରୀଜଗନ୍ନାଥ ମନ୍ଦିର ଭୂମି ଓ ପ୍ରକଳ୍ପ ସବ୍କମିଟିର ବୈଠକ: ୟୁନିଫର୍ମ ପଲିସି ବାବଦରେ ହେବ ଆଲୋଚନା
/sambad/media/post_attachments/wp-content/uploads/2021/06/srimandir-bkm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)