ଭୁବନେଶ୍ୱର: ଜଗତସିଂହପୁର ଠାରେ ଆଗାମୀ ନଭେମ୍ବର ୨୩ରେ ନବନିର୍ମାଣ କୃଷକ ସଂଗଠନାର ସମାବେଶ ହେବ। ପ୍ରାୟ ୨୦ ହଜାର ଚାଷୀଙ୍କୁ ନେଇ ହେବାକୁ ଥିବା ଏହି ବିଶାଳ ସମାବେଶରେ ସମାଜସେବୀ ଆନ୍ନା ହଜାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆନ୍ଦୋଳନରେ ଧାନ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା ଦେବାକୁ ଦାବି କରାଯିବ। ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କାରଯିବା ବୋଲି ଜଣାପଡ଼ିଛି। ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ଗୁରୁବାର ଏହି ସୂଚନା ଦେଇଛନ୍ତି।
୨୩ରେ ନବନିର୍ମାଣ କୃଷକ ସଂଗଠନର ସମାବେଶ, ଯୋଗଦେବେ ଆନ୍ନା ହଜାରେ
ଧାନ କୁଇଣ୍ଟାଲ ୨୯୩୦ ଟଙ୍କା ଦାବି
/sambad/media/post_attachments/wp-content/uploads/2017/11/naba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)