ଜିଲ୍ଲା ପରିଦର୍ଶନ ବେଳେ ଅନ୍ୟ ଦଳ ବିଧାୟକଙ୍କୁ ଜଣାଉ ନାହାନ୍ତି ମନ୍ତ୍ରୀ: ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ମନ୍ତ୍ରୀମାନେ ଅନ୍ୟ ଜିଲ୍ଲା ପରିଦର୍ଶନ କଲେ ଅନ୍ୟ ଦଳ ବିଧାୟକଙ୍କୁ ଜଣାଉ ନାହାନ୍ତି । ସୁଦାମ ମାରାଣ୍ଡିଙ୍କ ମାଲକାନଗିରି ଗସ୍ତ ଏହାର ଉଦାହରଣ । ବଜେପି ବିଧାୟକ ଆଦିତ୍ୟ ମାଡ଼ିଙ୍କୁ ଏହା ଅପମାନିତ ଲାଗିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ରୁଲିଂ ଯେ, ମନ୍ତ୍ରୀମାନେ ଯେଉଁ ଅଂଚଳ ଯିବେ, ଦଳମତ ନିର୍ବିଶେଷରେ ସ୍ଥାନୀୟ ବିଧାୟକ ଓ ଲୋକପ୍ରତିନିଧିଙ୍କୁ ଜଣାଇବେ।

ସମ୍ବନ୍ଧିତ ଖବର