ସୀମାନ୍ତରେ ମାଓ କ୍ୟାମ୍ପ ଠାବ: ବିପୁଳ ମାଓ ସାମଗ୍ରୀ ଜବତ

0

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଜୋଙ୍କ ଥାନା ସନ୍ତୋଷପଡ଼ା–ବାଂଜିପାଣି–ପଣ୍ତରିପାଣି ମଝିରେ ଜଙ୍ଗଲରେ କମ୍ବିଂ ସମୟରେ ଏକ ମାଓ କ୍ୟାମ୍ପକୁ ଠାବ ହୋଇଛି। ସେଠାରୁ ୨ଟି ରାଇଫଲ, ୨ଟି ହେଣ୍ତ ଗ୍ରେନେଡ, ୧୨ଟି ଜିଲୋଟିନ, ୨୫ଟି ଡିଟୋନେଟର, ୫ କେଜି ବିସ୍ଫୋରକ, ୱେରଲେସ୍ ସେଟ୍‌, ୮ଟି ଚାର୍ଜ ବ୍ୟାଟେରି, ସୋଲାର ପ୍ଲେଟ, ୨ଟି ରେଡିଓ, ଟର୍ଚ୍ଚ, କାଲକୁଲେଟର ସହ ମାଓ ପତ୍ରିକା ଓ ବହୁ ମାଓ ସାମଗ୍ରୀକୁ ଜବତ କରିଛନ୍ତି। ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.