ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଜୋଙ୍କ ଥାନା ସନ୍ତୋଷପଡ଼ା–ବାଂଜିପାଣି–ପଣ୍ତରିପାଣି ମଝିରେ ଜଙ୍ଗଲରେ କମ୍ବିଂ ସମୟରେ ଏକ ମାଓ କ୍ୟାମ୍ପକୁ ଠାବ ହୋଇଛି। ସେଠାରୁ ୨ଟି ରାଇଫଲ, ୨ଟି ହେଣ୍ତ ଗ୍ରେନେଡ, ୧୨ଟି ଜିଲୋଟିନ, ୨୫ଟି ଡିଟୋନେଟର, ୫ କେଜି ବିସ୍ଫୋରକ, ୱେରଲେସ୍ ସେଟ୍, ୮ଟି ଚାର୍ଜ ବ୍ୟାଟେରି, ସୋଲାର ପ୍ଲେଟ, ୨ଟି ରେଡିଓ, ଟର୍ଚ୍ଚ, କାଲକୁଲେଟର ସହ ମାଓ ପତ୍ରିକା ଓ ବହୁ ମାଓ ସାମଗ୍ରୀକୁ ଜବତ କରିଛନ୍ତି। ଦେଇଛନ୍ତି।
ସୀମାନ୍ତରେ ମାଓ କ୍ୟାମ୍ପ ଠାବ: ବିପୁଳ ମାଓ ସାମଗ୍ରୀ ଜବତ
/sambad/media/post_attachments/wp-content/uploads/2019/02/Untitled-6-10.jpg)