ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସା କେନ୍ଦ୍ର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍କୁ ସତେ ଯେମିତି ଗ୍ରହଣ ଲାଗିଛି। ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଆଜି ପୁଣି ଏକ ଅଘଟଣ ଘଟିଛି। ଏଠାରେ ଥିବା ସୁପର ସ୍ପେସିଆଲିଟି କୋଠା ପଞ୍ଚମ ମହଲାରେ ଓଟି ପୋଡ଼ିଵା ପରେ ଆଜି ଛାତରୁ ପୁଣି ସିଲିଂ ଖସିଥିବାର ଖବର ମିଳିଛି।

Advertisment

publive-image
ଏଣେ ଆଜି ୩ ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ସେଠାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ତେଣେ ଆଜି ଚିକିତ୍ସା ଅବହେଳାରୁ ଏମକେସିଜିରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ମଧ୍ୟ ଆସିଛି।