ଏସ୍‌ସିବିରେ କ୍ରୀଡ଼ାମନ୍ତ୍ରୀ ଭର୍ତ୍ତି

କଟକ :ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତଥା ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା। କୋଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଏସ୍‌ସିବି ସର୍ଜରୀ ବିଭାଗ କ୍ୟାବିନ୍‌ ନମ୍ବର ୧ରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ଆହୁରି ୩/୪ଦିନ ସେ ମେଡିକାଲରେ ରହି ଚିକିତ୍ସିତ ହେବେ ବୋଲି ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର