କେନ୍ଦୁଝର: କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ମଣ୍ଡୁଆସ୍ଥିତ ବାସଭବନରେ ପଶି ବିଜେପିର ଜଣେ ପୂର୍ବତନ କାର୍ଯ୍ୟକର୍ତ୍ତା ଭଙ୍ଗରୁଜା କରିବା ସହ ବିସ୍ତାରକ ଦାୟିତ୍ୱରେ ଥିବା ମାନସ ରଞ୍ଜନ ସାଙ୍କୁ ଆକ୍ରମଣ କରିଛନ୍ତି। ଏନେଇ କେନ୍ଦୁଝର ଟାଉନ ଥାନରେ ଅଭିଯୋଗ ହୋଇଛି।
ଅଭିଯୋଗ ଆଧାରରେ ପୁଲିସ କେସ୍ ନମ୍ବର ୪୦/୨୩ ଦଫା ୩୪୧/ ୨୯୪/ ୩୨୩/ ୫୦୬/ ୧୪୯/୩(୧) ଏସ୍ଟିଏସ୍ସି ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ପ୍ରମୋଦିନୀ ସାହୁ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/32-24.jpg)