ଭୁବନେଶ୍ୱର : ଆଜି ଅପରାହ୍ଣରେ ଗୃହରେ ଜଣେ ବିଜେଡି ବିଧାୟକ ଘୁମାଉଥିବା ବେଳେ ମାର୍ସାଲ୍‌ ତାଙ୍କ ନିକଟକୁ ଯାଇଥିଲେ। ତାଙ୍କ ସହିତ କଥାବାର୍ତା ପରେ ସେ ଚଳଚଞ୍ଚଳ ହୋଇଉଠିଥିବା ଦେଖିବାକୁ ମିଳିଥିଲା। କେବଳ ଆଜି ନୁହେଁ, ପୂର୍ବରୁ ତାଙ୍କୁ ଏଭଳି ଘୁମାଉଥିବାର ଦେଖିବାକୁ ମିଳିଥିଲା।