ବରଗଡ଼ : ଶନିବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରୁ ମନ୍ତ୍ରୀ ସୁଶାନ୍ତ ସିଂ ରକ୍ଷା ପାଇଛନ୍ତି। ମନ୍ତ୍ରୀ ଶ୍ରୀ ସିଂ ତାଙ୍କ ଗାଡ଼ିରେ ବରଗଡ଼ ସହର ଅଭିମୁଖେ ଆସୁଥିବା ବେଳେ ଏହି ଘଟଣା ଘଟିଛି। ଭଟଲି ଛକଠାରେ ତାଙ୍କ ଗାଡ଼ି (ଓଡି ୦୨ ଏଟି ୮୩୧୭)କୁ ପଛପଟୁ ଗୋଟିଏ କାର୍ (ଓଡି ୧୭ଡି-୩୦୦୦) ଧକ୍କା ଦେଇଥିଲା। ହେଲେ ଛକ ପାଖରେ ଉଭୟ ଗାଡ଼ି ମନ୍ଥର ବେଗରେ ଥିବାରୁ ବଡ଼ ଅଘଟଣ ଘଟିନଥିଲା।
ଦୁର୍ଘଟଣାରୁ ବର୍ତିଲେ ମନ୍ତ୍ରୀ ସୁଶାନ୍ତ ସିଂ
/sambad/media/post_attachments/wp-content/uploads/2018/07/susanta-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)