ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ରାଜ୍ୟର ୨ଟି ସମବାୟ ବୋର୍ଡ ଭଙ୍ଗ କରିଛନ୍ତି। ଦୁର୍ନୀତି ଅଭିଯୋଗରେ ଏହାକୁ ଭଙ୍ଗ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମକୁ ସରକାର ଭଙ୍ଗ କରିଛନ୍ତି । ଏ

Advertisment

ଣିକି ରାଜ୍ୟ ସରକାର ଏହି ୨ଟି ବୋର୍ଡର ବ୍ୟାପାରର ଦାୟିତ୍ବ ନେବେ। ବୁଧବାର ଏନେଇ ସମବାୟ ସମିତି ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।