ସମ୍ବଲପୁର: ଭାଲୁପାଲି ଛକରେ ଥିବା ଏକ ରେସ୍ତୋରାଁର ଟ୍ରାନ୍ସଫର୍ମର୍‌ ସଂସ୍ପର୍ଶରେ ଆସି ବିଦ୍ୟୁତ ଆଘାତରେ ଶୁକ୍ରବାର ଏକ ହନୁମାଙ୍କଡ଼ର ମୃତ୍ୟୁ ହୋଇଥିଲା। ଏହାପରେ ସ୍ଥାନୀୟ ଯୁବକମାନେ ମାଙ୍କଡ଼ର ଶବକୁ ନେଇ ବିଧି ପୂର୍ବକ ସତ୍କାର କରିଥିଲେ।

Advertisment

ନରେଶ ଗୁରୁ, ରୋଶନ ଦାସ, ଦେବାଶିଷ ମହାପାତ୍ର, ଅଜୟ ପଟ୍ଟନାୟକ, ତାପସ ପରିଡ଼ା, ଲୋକନାଥ ପ୍ରଧାନ, ରାଜୁ ରାଏ, ପ୍ରଦୀପ ଦୋରା, ନରହରି ବଢେଇ, ଭୀମ, ନିଶିକାନ୍ତ ପ୍ରମୁଖ ମାଙ୍କଡ଼ର ଅନ୍ତିମ ସଂସ୍କାର କରିଥିଲେ।