ଭୁବନେଶ୍ବର : ରାଜ୍ୟର ୪୫୫ଜଣ ବିଦ୍ୟାର୍ଥୀଙ୍କୁ ମିଳିଛି କାଳିଆ ବୃତ୍ତି। ରାଜ୍ୟ କୃଷି ବିଭାଗର ବ୍ୟବସ୍ଥା ଅନୁଯାୟୀ, କାଳିଆ ହିତାଧିକାରୀଙ୍କ ସନ୍ତାନଙ୍କ ଉଚ୍ଚଶିକ୍ଷା ପାଇଁ ଏହି ବୃତ୍ତି ପ୍ରଦାନ କରାଯାଉଛି। ସ୍ନାତକ ଠାରୁ ଆରମ୍ଭ କରି ଇଂଜିନିୟରିଂ, ମେଡିକାଲ, ଜିଏନଏମ, ଏଏନଏମ ସମେତ ବିଭିନ୍ନ ପ୍ରକାର ଉଚ୍ଚଶିକ୍ଷାରେ ନାମ ଲେଖାଉଥିବା ବିଦ୍ୟାର୍ଥୀ ଏହାର ସୁବିଧା ପାଇବେ। ପାଠ୍ୟକ୍ରମର ନାମଲେଖା ପ୍ରାପ୍ୟକୁ ବୃତ୍ତି ଭାବରେ ବିଭାଗ ପକ୍ଷରୁ ଦିଆଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp