ଯୁଯୁମୁରା: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଲିପିଣ୍ଡା ପଞ୍ଚାୟତ ଦାବ ତଏଲା ଗ୍ରାମରେ ଶୁକ୍ରବାର ସକାଳେ ବିଦ୍ୟୁତ୍ ଆଘାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଖୁଡ଼ିଶାଶୂ ସତ ମିର୍ଦ୍ଧା(୫୦) ଓ ବୋହୂ ପଦ୍ମିନୀ ମିର୍ଦ୍ଧା (୨୩)। ଏହି ଘଟଣା ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ବିଦ୍ୟୁତ୍ ଆଘାତରେ ଖୁଡ଼ିଶାଶୁ ଓ ବୋହୂଙ୍କ ଉଡ଼ିଗଲା ପ୍ରାଣବାୟୁ
/sambad/media/post_attachments/wp-content/uploads/2023/06/download-21.jpg)