ବ୍ରହ୍ମପୁର: ବିଳମ୍ବିତ ରାତିରେ ବ୍ରହ୍ମପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏମକେସିଜି ମେଡିକାଲ ମୁଖ୍ୟ ଫାଟକ  ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା। ଏଠାରେ  ସ୍କୁଟି-କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ଏହାଫଳରେ ଘଟଣାସ୍ଥଳରେ ହିଁ  ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା।

Advertisment

publive-image

ସ୍କୁଟିରେ ବସିଥିବା ଦୁଇ ମୃତକ ହେଲେ ଆଙ୍କୁଲି ନିଗମ ନଗର ଅଞ୍ଚଳର କୁନୁ  ଓ ତାଙ୍କ ମାଆ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।