ମା’ ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଭଦ୍ରକ : ଭଦ୍ରକ ଏସ୍‌ପି ଅଫିସ ଆଗରେ ଶୁକ୍ରବାର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଣିଜାଙ୍ଗ ଅଞ୍ଚଳର ପଞ୍ଚାନନ ପାତ୍ର ଓ ତାଙ୍କ ମାଆ ଜ୍ୟୋତ୍ସ୍ନାରାଣୀ ପାତ୍ର ଏସ୍‌ପି ଅଫିସ୍‌ ଆଗରେ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। କୋର୍ଟଙ୍କ ରାୟ ସତ୍ତ୍ବେ ସେମାନଙ୍କ ଜମି ଜବରଦଖଲରୁ ମୁକ୍ତ ହେଉନଥିବାରୁ ଏହାର ପ୍ରତିବାଦରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ‌ତେବେ, ସେଠାରେ ଉପସ୍ଥିତ ଥିବା ପୁଲିସ୍‌ ଦୁହିଁଙ୍କୁ ଅଟକାଇଥିଲେ।

ସମ୍ବନ୍ଧିତ ଖବର