ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ନୂଆଦିଲ୍ଲୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଆୟୋଜିତ ସ୍ବାସ୍ଥ୍ୟ ଶିବିର ଓ ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କଲି। ଭୁବନେଶ୍ବର ନାଇଜର ଠାରେ ପ୍ରତିଷ୍ଠା ହେବାକୁ ଥିବା ଟାଟା ମେମୋରିଆଲ ହସ୍ପିଟାଲ ଅନୁମତି ନେଇ କୃତଜ୍ଞତା ଜଣାଇଲି। ସେହିପରି ଓଡ଼ିଶା ତଥା ଭୁବନେଶ୍ବରରେ ୩୭୫ ଜନ ଔଷଧୀ କେନ୍ଦ୍ର ସଂପର୍କରେ କଥା ହେଲି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବହୁ ଉପଦେଶ ଦେବା ସହ ସାଂସଦ ମହୋଦୟାଙ୍କ ମାର୍ଗଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନ ମାଗିଲି।
Called on PM Sri @narendramodi today.Shared Report on Health Camps being organized & my Annual Report Card with him.
Thanked him for allowing Tata Memorial Cancer Hospital for Bhubaneswar.
Also talked of 375 Jan Aushadi Kendras in BBSR/Odisha.
Sought his guidance & blessings. pic.twitter.com/2ivDL2kF9f
— Aparajita Sarangi, Member of Parliament (@AprajitaSarangi) August 30, 2022