ଭୁବନେଶ୍ବର : ପ୍ରଥିତଯଶା ଲେଖକ ଓ ବାଗ୍ମୀ ପ୍ରଫେସର ମନୋଜ ଦାସଙ୍କ ସ୍ମୃତିରେ ‘ସମ୍ବାଦ’ ପକ୍ଷରୁ ‘ମୃତ୍ୟୁଞ୍ଜୟୀ ମନୋଜ’ ଶୀର୍ଷକରେ କିଛି ସ୍ବତନ୍ତ୍ର ପୃଷ୍ଠା ପ୍ରକାଶ ପାଇବ। ଏଥିରେ ତାଙ୍କର ଜୀବନ ଓ ସୃଜନ ସଂପର୍କିତ ସଂକ୍ଷିପ୍ତ ଲେଖାମାନ ସ୍ଥାନୀତ ହେବ। ଏଥିପାଇଁ ଆସନ୍ତା ମେ ୩ ତାରିଖ ମଧ୍ୟରେ ମନୋଜ ଦାସଙ୍କ ବିରଳ ଫଟୋ, ଉଲ୍ଲେଖନୀୟ ଘଟଣା ତଥା ତାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ସମୟର ଅଭୁଲା ସ୍ମୃତି ଲେଖି ପଠାଇବାକୁ ଲେଖକ ଲେଖିକା ଏବଂ ମନୋଜପ୍ରେମୀଙ୍କୁ ଅନୁରୋଧ କରାଯାଉଅଛି। ଲେଖାଗୁଡ଼ିକ ଯଥାସମ୍ଭବ ଛୋଟ ତଥା ଅପ୍ରକାଶିତ ହୋଇଥିବା ଆବଶ୍ୟକ। ଏଥିରେ କେବଳ ନିର୍ବାଚିତ ଲେଖାଗୁଡ଼ିକ ପ୍ରକାଶ ପାଇବ। ଲେଖା ପଠାଇବା ପାଇଁ ଆମ ଇମେଲ୍ ଠିକଣା ହେଉଛି [email protected]।
ମନୋଜ ଦାସଙ୍କ ସ୍ମୃତିରେ ପ୍ରକାଶ ପାଇବ ‘ମୃତ୍ୟୁଞ୍ଜୟୀ ମନୋଜ’
/sambad/media/post_attachments/wp-content/uploads/2021/04/manoj-das-m1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)