କୋରାପୁଟ: କୋରାପୁଟ ଶିଶୁ ମନ୍ଦିର ଲାଇନରେ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ମୃତକ ହେଲେ ବିଜୟ ପଣ୍ଡା। ଆଜି ସକାଳୁ କେହି ବିଜୟଙ୍କୁ ବେକ କାଟି ହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Advertisment

publive-image

ଖବର ପାଇ ଘଟଣାସ୍ଥଳରେ ଏସପି ଅଭିନବ ସୋନକାର, ଏସଡିପିଓ ମନୋଜ ପୂଜାରୀ ଓ ଟାଉନ ଥାନା ଆଇଆଇସି ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କର ଶବବ୍ୟବଚ୍ଛେଦ ଲାଗି ପୁଲିସ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।