ମେରାମଣ୍ଡଳୀ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ମୋଟଙ୍ଗା ପ୍ରଧାନ ସାହି ରେ ଆଜି ରାତି ପ୍ରାୟ ୧୦ଟା ସମୟରେ ଏକ ହତ୍ୟାକାଣ୍ଡ ଘଟିଛି। ଗାଁର ଜଣେ ଯୁବକଙ୍କୁ ହାଣି ଦିଆଯାଇଛି। ଘଟଣାରେ ଗାଁର ବିକାଶ ନାୟକ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା ବୋଲି କୁହାଯାଉଛି। ଆସନ୍ତାକାଲି ଗାଁରେ ଦୁଇ ଦୋଳ ଯାତ୍ରା ହେବାକୁ ଥିଲା। ତା ପୂର୍ବରୁ ଏ ପ୍ରକାର ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ବଡ଼ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଦୋଳ ଯାତ୍ରା ପୂର୍ବରୁ ମୋଟଙ୍ଗାରେ ହତ୍ୟାକାଣ୍ଡ, ଯୁବକଙ୍କୁ ହାଣି ମାରିଦେଲେ
/sambad/media/post_attachments/wp-content/uploads/2022/01/murder-knif.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)