ନବରଙ୍ଗପୁର: ଦ୍ବିତୀୟ ଦିନ ଗଣତି ଫଳାଫଳ, ୧୦ରୁ ୯ଟିରେ ବିଜେଡି ଓ ଗୋଟିକରେ କଂଗ୍ରେସ ବିଜୟୀ

ଜିଲ୍ଲା ପରିଷଦ ନିର୍ବାଚନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପରିଷଦ ଆସନର ଦ୍ବିତୀୟ ଦିନ ଗଣତି ଫଳାଫଳ ସାମ୍ନାକୁ ଆସିଛି। ଏଥିରେ ୧୦ ଜିଲ୍ଲା ପରିଷଦ ଆସନରୁ ୯ଟିରେ ବିଜେଡି ଓ ଗୋଟିକରେ କଂଗ୍ରେସ ବିଜୟୀ ହୋଇଛି। ସଂପୂର୍ଣ୍ଣ ଫଳାଫଳ ନିମ୍ନରୁ ଜାଣନ୍ତୁ:

ଜିଲ୍ଲା – ନବରଙ୍ଗପୁର
ନିର୍ବାଚନମଣ୍ଡଳୀ – ଡାବୁଗାଁ
ବ୍ଲକ -ପାପଡାହାଣ୍ଡି
ଜୋନ୍ -୨
ବିଜେଡି:୧୦୧୩୯
ବିଜେପି: ୧୯୨୬
କଂଗ୍ରେସ: ୧୪୨୧୩ (ବିଜୟୀ)

ଜିଲ୍ଲା ନବରଙ୍ଗପୁର
ନିର୍ବାଚନମଣ୍ଡଳୀ- ନବରଙ୍ଗପୁର
ବ୍ଲକ –ନବରଙ୍ଗପୁର
ବିଜେଡି- ପରିଜା ଭତ୍ରା- ୧୦୧୨୦
ବିଜେପି – ଫୁଲମା ଭତ୍ରା -୭୭୧୧
କଂଗ୍ରେସ-ଗୀତା ଭତ୍ରା -୬୨୨୩
ବିଜେଡି ପ୍ରାର୍ଥିନୀ ପରିଜା ଭତ୍ରା ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେପି ପ୍ରାର୍ଥିନୀଙ୍କ ଠାରୁ ୨୪୦୯ ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି।

ଜିଲ୍ଲା-ନବରଙ୍ଗପୁର
ନିର୍ବାଚନମଣ୍ଡଳୀ-ନବରଙ୍ଗପୁର
ବ୍ଲକ-ତେନ୍ତୁଳିଖୁଣ୍ଟି
ବିଜେଡି-୮୨୫୫(ବିଜୟୀ)
ବିଜେପି-୫୬୨୩
କଂଗ୍ରେସ-୫୬୬୪

ଜିଲ୍ଲା-ନବରଙ୍ଗପୁର
ନିର୍ବାଚନ ମଣ୍ଡଳୀ-ନବରଙ୍ଗପୁର
ବ୍ଲକ-କୋଷାଗୁମୁଡା
ବିଜେଡି -୧୪୮୦୪(ବିଜୟୀ)
ବିଜେପି-୪୫୯୧
କଂଗ୍ରେସ-୮୮୧୩

ଜିଲ୍ଲା : ନବରଙ୍ଗପୁର
ନିର୍ବାଚନ ମଣ୍ଡଳୀ: ଡାବୁଗାଁ
ଜୋନ ୨ ,
ବିଜେଡି : ଗୁପ୍ତ ବିଶୋଇ ୭୦୩୭(ବିଜୟୀ)
ବିଜେପି : ଗୋବିନ୍ଦ ଗୋପାଳ ଅଗ୍ରୱାଲ : ୨୮୧୧
କଂଗ୍ରେସ : ଧର୍ମାନନ୍ଦ ନାୟକ ୫୬୧୩

ଜିଲ୍ଲା-ନବରଙ୍ଗପୁର
ନିର୍ବାଚନମଣ୍ଡଳୀ-ଉମରକୋଟ
ବ୍ଲକ-ଉମରକୋଟ
ବିଜେଡି-୧୫୩୩୮(ବିଜୟୀ)
ବିଜେପି-୧୩୦୯୯
କଂଗ୍ରେସ-୨୨୧୫
ବ୍ୟବଧାନ-୨୨୩୯

ଜିଲ୍ଲା – ନବରଙ୍ଗପୁର
ନିର୍ବାଚନମଣ୍ଡଳୀ – ଉମରକୋଟ
ବ୍ଲକ -ରାଇଘର
ଜୋନ୍ -୨
ବିଜେଡି: ନାନାରା ଖରା ୧୧୧୩୬(ବିଜୟୀ)
ବିଜେପି: ପୂର୍ଣ୍ଣଚନ୍ଦ୍ର ଗଣ୍ଡ ୮୫୧୩
କଂଗ୍ରେସ: ସୁଶୀଲ ସାନ୍ତା ୯୫୨

ଜିଲ୍ଲା – ନବରଙ୍ଗପୁର
ନିର୍ବାଚନମଣ୍ଡଳୀ -ଝରିଗାଁ
ବ୍ଲକ -ଚନ୍ଦାହାଣ୍ଡି
ଜୋନ୍-୨
ବିଜେଡି: କେତକୀମଲ୍ଲୀ ଗୌଡ଼ ୧୪୮୧୫(ବିଜୟୀ)
ବିଜେପି: ଗଜମତି ପୋଡ ୫୭୮୪
କଂଗ୍ରେସ: ମମତା ବେଶ୍ରା ୮୯୪

ଜିଲ୍ଲା-ନବରଙ୍ଗପୁର
ନିର୍ବାଚନମଣ୍ଡଳୀ-ଝରିଗାଁ
ବ୍ଲକ-ଝରିଗାଁ
ବିଜେଡି-୧୦୦୯୮(ବିଜୟୀ)
ବିଜେପି-୮୩୫୩
କଂଗ୍ରେସ-୩୭୯୦

ଜିଲ୍ଲା-ନବରଙ୍ଗପୁର
ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
ବ୍ଲକ- ନନ୍ଦାହାଣ୍ଡି
ବିଜେଡି – ଅରୁଣ କୁମାର ମିଶ୍ର – ୯୩୫୪(ବିଜୟୀ)
ବିଜେପି – ବୃନ୍ଦାବନ ନାୟକ – ୫୭୩୮
କଂଗ୍ରେସ – ଜାମି ଲକ୍ଷ୍ମଣ ରାଓ – ୨୨୯୭
୩୬୧୬ ଭୋଟରେ ବିଜେଡି ବିଜୟୀ

ସମ୍ବନ୍ଧିତ ଖବର