ଭୁବନେଶ୍ୱର: ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏବଂ ନୀଳାଚଳ ଏକ୍ସପ୍ରେସ୍ର ଟର୍ମିନାଲ୍ ଷ୍ଟେସନ୍ ପରିବର୍ତନ ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହୋଇଛି। ଏବେ ଏହି ଦୁଇଟି ଟ୍ରେନ୍ ନୂଆଦିଲ୍ଲୀ ଷ୍ଟେସନ୍ ପରିବର୍ତେ ଆନନ୍ଦବିହାର ଟର୍ମିନାଲ୍ରେ ରହିବେ। ଉଭୟ ଟ୍ରେନ୍ର ଗନ୍ତବ୍ୟ ପଥ ଏବଂ ଆରମ୍ଭ ଆନନ୍ଦ ବିହାର ଟର୍ମିନାଲ୍ରୁ ହେବା ନେଇ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି। ନନ୍ଦନକାନନ ଏକ୍ସପ୍ରେସ୍ ବୁଧବାରଠାରୁ ଏବଂ ନୀଳାଚଳ ଏକ୍ସପ୍ରେସ୍ ମଙ୍ଗଳବାରଠାରୁ ଏହି ନୂତନ ଟର୍ମିନାଲ୍ ମାଧ୍ୟମରେ ଯାତ୍ରା କରିବେ।
ନୀଳାଚଳ ଓ ନନ୍ଦନକାନନ ଏକ୍ସପ୍ରେସ୍ର ଟର୍ମିନାଲ୍ ଷ୍ଟେସନ୍ରେ ପରିବର୍ତନ
/sambad/media/post_attachments/wp-content/uploads/2018/05/img20150131182838158477.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)