ବଦଳିଲେ ନନ୍ଦନକାନନ ଉପନିର୍ଦ୍ଦେଶକ

ବାରଙ୍ଗ : ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ ଦାସଙ୍କର ବଦଳି ହୋଇଛି। ତାଙ୍କର ଭୁବନେଶ୍ଵର ମାଇନିଙ୍ଗ କର୍ପୋରେସନର ଜି.ଏମ୍ ପଦବିକୁ ବଦଳି ହୋଇଛନ୍ତି। ତାଙ୍କ ସ୍ଥାନରେ ନନ୍ଦନକାନନର ଉପନିର୍ଦ୍ଦେଶକ ଭାବେ ଢେଙ୍କାନାଳ ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଦାୟିତ୍ବ ଗ୍ରହଣ କରିବେ। ଏନେଇ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର