ବାରଙ୍ଗ : ସ୍ବାଧୀନତା ଦିବସ ପାଇଁ ସୋମବାର ସତ୍ତ୍ବେ ଏଥର ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ। ଏହାର ପରଦିନ ଅର୍ଥାତ୍ ମଙ୍ଗଳବାର ଦିନ ଦୁଇଟି ଯାକ ଉଦ୍ୟାନ ବନ୍ଦ ରହିବ। ନନ୍ଦନକାନନ ଉପନିର୍ଦ୍ଦେଶକ ଡ. ସଂଜିତ୍ କୁମାର ଏହି ସୂଚନା ଦେଇଛନ୍ତି।
ଏଥର ସୋମବାର ନନ୍ଦନକାନନ ଖୋଲା
/sambad/media/post_attachments/wp-content/uploads/2020/03/Nandankanan-Zoo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)