ପୁରୀ : ପୁରୀ ସିଟି ରୋଡ୍ ବେଡି ହନୁମାନ ସମ୍ମୁଖ ଜେଡ୍ ହୋଟେଲ୍ ଗଳିରୁ ଆଜି ବିରଳ ପ୍ରଜାତିର ରେଡ୍ ସ୍ୟାଣ୍ଡ୍ ବୋଆ ସାପ ଉଦ୍ଧାର କରାଯାଇଛି। ଲୋକଙ୍କଠାରୁ ଖବର ପାଇ ସଂଗ୍ରାମ କେଶରୀ ଦାଶ ଏହି ବିରଳ ସାପକୁ ଉଦ୍ଧାର କରି ବନବିଭାଗକୁ ଦେଇଥିଲେ। ପରେ ପୁରୀ ବାଲୁଖଣ୍ଡ ବନ ବିଭାଗ ସହଯୋଗରେ ଏହି ସାପକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ବିଷ ନ ଥିବା ଏହି ସାପକୁ ନେପାଳ ଭଳି ବାହାର ଦେଶକୁ ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଛି। କୌଣସି ବାଲି ଗାଡ଼ିରେ ଏହା ସିଟି ରୋଡ୍କୁ ଚାଲି ଆସିଥିବା ଅନୁମାନ କରାଯାଉଛି।
ନନ୍ଦନକାନନ ଗଲା ରେଡ୍ ସ୍ୟାଣ୍ଡ୍ ବୋଆ
/sambad/media/post_attachments/wp-content/uploads/2023/03/p1-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)