ଟ୍ଵିଟ୍‌ରେ ମୋଦୀଙ୍କ ନୂଆଁଖାଇ ଜୁହାର

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଁଖାଇ ଜୁହାର କରିଛନ୍ତି। ଓଡ଼ିଆ ଭାଷାରେ ଟ୍ଵିଟ୍‌ ଜରିଆରେ ସେ କହିଛନ୍ତି ଯେ ଏଭଳି ପବିତ୍ର ଅବସରରେ ଓଡ଼ିଶାର ମୋର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ହାର୍ଦିକ ଶୁଭେଚ୍ଛା। ଏହି ଉତ୍ସବ ଆମ ସମାଜରେ ଆନନ୍ଦ ଓ ପ୍ରଗତି ଆଣିଦେଉ। ଏଥିପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୋଦୀ।

ସମ୍ବନ୍ଧିତ ଖବର