ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡରେ ମଙ୍ଗଳବାର ୫ଜଣ ବିଧାୟକଙ୍କୁ ସଦସ୍ୟ ଭାବରେ ନିଯୁକ୍ତି ମିଳିଛି। ରାଜ୍ୟ ସରକାର ବିଜୁ ଜନତା ଦଳର ୫ଜଣ ବିଧାୟକଙ୍କୁ ଯୋଜନା ବୋର୍ଡରେ ନିଯୁକ୍ତି ଦେଇଛନ୍ତି। ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ବିଧାୟକ ବେଦପ୍ରକାଶ ଅଗ୍ରଓ୍ଵାଲ, ଡାକ୍ତର ଶରତ ମିଶ୍ର, ସୁଧିର ଦାଶ ଓ କମଳା ପାଣିଗ୍ରାହୀଙ୍କୁ ଯୋଜନା ବୋର୍ଡରେ ସଦସ୍ୟ ରୂପେ ନିଯୁକ୍ତି ମିଳିଥିବା ଜଣାପଡ଼ିଛି।
ରାଜ୍ୟ ଯୋଜନା ବୋର୍ଡରେ ୫ ସଦସ୍ୟଙ୍କୁ ନିଯୁକ୍ତି
/sambad/media/post_attachments/wp-content/uploads/2018/03/Naveen-Patyak-PTI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)