ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ପ୍ରସ୍ତାବିତ ପେଟ୍ରୋଲିୟମ୍ ରିଜର୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ୬୫୦୦ କୋଟି ଟଙ୍କାର ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଧର୍ମେନ୍ଦ୍ର ଚିଠି ମାଧ୍ୟମରେ ନବୀନଙ୍କୁ ନିବେଦନ କରିଛନ୍ତି। ପ୍ରକଳ୍ପକୁ ଇଡ଼କୋ ଦ୍ୱାରା ସିଙ୍ଗିଲ ଓ୍ଵିଣ୍ଡୋ ଅନୁମତି ପ୍ରଦାନ ପାଇଁ ଧର୍ମେନ୍ଦ୍ର କହିଥିବା ବେଳେ ପ୍ରସ୍ତାବିତ ଅଞ୍ଚଳରେ ପଥର ଖାଦାନ ବନ୍ଦ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।
ଚଣ୍ଡିଖୋଲ ଠାରେ ପ୍ରସ୍ତାବିତ ପେଟ୍ରୋଲିୟମ୍ ରିଜର୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2018/12/Dharmendra-Naveen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)