ନେତାଙ୍କୁ ନିଯୁକ୍ତି : ସରକାରୀ ନିଗମ, ପରିଷଦ ଅଧ୍ୟକ୍ଷ ଓ ବିଭାଗୀୟ ପରାମର୍ଶଦାତା ନିଯୁକ୍ତ କଲେ ନବୀନ

ଭୁବନେଶ୍ୱର: ବିଭିନ୍ନ ସରକାରୀ ପଦପଦବିରେ ନିଯୁକ୍ତିକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି। ରାଜ୍ୟର ସରକାରୀ ପରିଚାଳନାଧୀନ ନିଗମ, ବୋର୍ଡ ଓ କମିସନର ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିବା ରାଜନୈତିକ ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଛି। କାହାକୁ କେଉଁ ପଦରେ ନିଯୁକ୍ତି ଦିଆଗଲା ତାର ସଂପୂର୍ଣ୍ଣ ତାଲିକା ନିମ୍ନରେ ଦିଆଗଲା।

ଲେଲିନ୍‌ ମହାନ୍ତି: ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସମ୍ପାଦକ

ଦେବାଶିଷ ମହାନ୍ତି : ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ୍‌ର ଅଧ୍ୟକ୍ଷ
ଇଶ୍ୱର ପାଣିଗ୍ରାହୀ: ଓଡ଼ିଶା ପଣ୍ୟାଗାର ନିଗମର ଅଧ୍ୟକ୍ଷ
ପ୍ରଭାଦିତ୍ୟ ମିଶ୍ର: ଆପିକଲ୍‌ ଅଧ୍ୟକ୍ଷ
ଅନୁପ ସାଏ- ଓଡ଼ିଶା ରାଜ୍ୟ ଭଣ୍ଡାର ନିଗମର ଅଧ୍ୟକ୍ଷ
ଅସିତ ପଟ୍ଟନାୟକ: ଓଡ଼ିଶା ମତ୍ସ୍ୟ ବିକାଶ ନିଗମର ଅଧ୍ୟକ୍ଷ
ଅମରେନ୍ଦ୍ର ଦାସ: ଓଡ଼ିଶା ରାଜ୍ୟ କାଜୁ ବିକାଶ ନିଗମର ଅଧ୍ୟକ୍ଷ
ଲୁଲୁ ଅମାତ: ଓଡ଼ିଶା ଗ୍ରାମୀଣ ଆବାସ ନିଗମର ଅଧ୍ୟକ୍ଷ
ଚିନ୍ମୟ ସାହୁ: ଓଡ଼ିଶା ଲଘୁ ଉଦ୍ୟୋଗ ନିଗମର ଅଧ୍ୟକ୍ଷ
ଶ୍ରୀମୟୀ ମିଶ୍ର- ଓଟିଡିସିର ଅଧ୍ୟକ୍ଷା
ଅମରେଶ ପତ୍ରୀ- ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ
ସତ୍ୟବ୍ରତ ତ୍ରିପାଠୀ: ଓଡ଼ିଶା ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ
ବିଜୟ କୁମାର ନାଏକ: ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ
ପ୍ରିୟଦର୍ଶୀ ମିଶ୍ର : ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ
ସୁବାସ ସିଂହ : ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ
ସଞ୍ଜୀବ ପାଇକରାୟ : ଓଡ଼ିଶା ଖଦି ଓ ଗ୍ରାମୋଦ୍ୟକ ବୋର୍ଡର ଅଧ୍ୟକ୍ଷ


ସୁଜିତ କୁମାର- ସ୍ୱତନ୍ତ୍ର ବିକାଶ ପରିଷଦର ପରାମର୍ଶଦାତା
ଅନୁଭବ ପଟ୍ଟନାୟକ- ଇଟି ଓ ଆଇଟି ବିଭାଗର ପରାମର୍ଶଦାତା
କୃତିବାସ ପାତ୍ର: କୃଷି ଓ କୃଷକ ଶକ୍ତିକରଣ ବିଭାଗର ପରାମର୍ଶଦାତା
ଉତ୍କଳ କେଶରୀ ପରିଡା – ଚିଲିକା ଉନ୍ନୟନ ପ୍ରଧୀକରଣର ପରାମର୍ଶଦାତା
ସୁଧୀର ଦାସ : ଓଡ଼ିଶା ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡର ପରାମର୍ଶଦାତା
ଲୋପାମୁଦ୍ରା ବକ୍ସିପାତ୍ର: ମିସନ ଶକ୍ତିର ପରାମର୍ଶଦାତା
ଦେବାଶିଷ ମଲ୍ଲିକ: ଓଡ଼ିଶା ବନ ବିକାଶ ନିଗମର ପରାମର୍ଶଦାତା
ସୁଲତା ଦେଓ: ମହିଳା ଏବଂ ଶିଶୁ ବିକାଶ ବିଭାଗର ପରାମର୍ଶଦାତା
ଜନ୍ମେଜୟ ଲେଙ୍କା: ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପରାମର୍ଶଦାତା
ରାମଚନ୍ଦ୍ର ପଣ୍ଡା: ଓଡ଼ିଶା କୃଷି ବିପଣନ ବୋର୍ଡର ପରାମର୍ଶଦାତା


ଦିଲୀପ ତିର୍କୀ : ଓଡ଼ିଶା ହକି ପ୍ରସାର ପରିଷଦର ଅଧ୍ୟକ୍ଷ
ମାନସ ମାଡକାମୀ: ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ
ବିନୟ ଟପ୍ପୋ: ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ
ସୁସ୍ମିତା ବାଗଚୀ: ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା
ଆକାଶ ଦାସ ନାୟକ: ମୋ କଲେଜ କାର୍ଯ୍ୟକ୍ରମର ଅଧ୍ୟକ୍ଷ
ମିନତି ବେହେରା: ମହିଳା ରାଜ୍ୟ କମିସନ ଅଧ୍ୟକ୍ଷା
କସ୍ତୁରୀ ମହାପାତ୍ର: ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା
ସୁଲୋଚନା ଦାସ: ଭିନ୍ନକ୍ଷମ କମିସନର ଅଧ୍ୟକ୍ଷା
ପୁଷ୍ପେନ୍ଦ୍ର ସିଂହଦେଓ- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ

ସମ୍ବନ୍ଧିତ ଖବର