ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଭିତରେ ବିଭାଗ ବଣ୍ଟନ କରିଛନ୍ତି। ଏଥିସହି ନବୀନ ପଟ୍ଟନାୟକ ତାଙ୍କ ପାଖରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ରଖିଛନ୍ତି। ନିମ୍ନରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ଆବଣ୍ଟିତ ବିଭାଗ ସମ୍ପର୍କରେ ସୂଚନା ଦିଆଗଲା।
ସୁଶାନ୍ତ ସିଂ: ଗ୍ରାମ ଉନ୍ନୟନ ଓ ଶ୍ରମ ବିଭାଗ
ପ୍ରତାପ ଜେନା: ପଞ୍ଚାୟତିରାଜ, ଆଇନ, ନଗର ଉନ୍ନୟନ
ପ୍ରଫୁଲ୍ଳ ମଲ୍ଲିକ: ଖଣି, ଇସ୍ପାତ, ପୂର୍ତ୍ତ ଓ ଗୃହ (ରାଜ୍ୟ ପାହ୍ୟା)
ବିକ୍ରମ ଆରୁଖ: ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର
ଅରୁଣ ସାହୁ: କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ଉଚ୍ଚ ଶିକ୍ଷା
ନିରଞ୍ଜନ ପୂଜାରୀ: ଅର୍ଥ ଓ ଅବକାରୀ
ସୁଦାମ ମାରାଣ୍ଡି: ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ
ନବ ଦାସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଟୁକୁନି ସାହୁ: ମହିଳା ଓ ଶିଶୁ ବିକାଶ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ: ଖାଦ୍ୟ, ଯୋଗାଣ ଓ ସମବାୟ
ପଦ୍ମନାଭ ବେହେରା: ବାଣିଜ୍ୟ,ପରିବହନ, ଯୋଜନା ଓ ସମ୍ମନ୍ଵୟ
ସେହିପରି ୯ ରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବିଭାଗ ବଣ୍ଟନ କରିଛନ୍ତି। ନିମ୍ନରେ ସଂପୂର୍ଣ୍ଣ ତାଲିକା-
ସମୀର ଦାଶ: ସ୍କୁଲ ଓ ଗଣ ଶିକ୍ଷା
ଜଗନ୍ନାଥ ସାରକା: ଆଦିବାସୀ ବ୍ୟାପାର
ଅଶୋକ ପଣ୍ଡା: ବିଜ୍ଞାନ, ପ୍ରଯୁକ୍ତି ଭିନ୍ନକ୍ଷମ ସଶକ୍ତିକରଣ
ତୁଷାରକାନ୍ତି ବେହେରା : ଆଇଟି, କ୍ରୀଡା ଓ ଯୁବବ୍ୟାପାର
ରଘୁନନ୍ଦନ ଦାସ: ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ
ପ୍ରେମାନନ୍ଦ ନାୟକ: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ: ସଂସ୍କୃତି ଓ ପର୍ଯ୍ୟଟନ
ପଦ୍ମିନୀ ଦିଆନ୍: ହସ୍ତତନ୍ତ ଓ ବୟନ ଶିଳ୍ପ
ଦିବ୍ୟଶଙ୍କର ମିଶ୍ର: ଶକ୍ତି ଓ ଶିଳ୍ପ ଓ ଏମ୍ଏସ୍ଏମ୍ଇ