ଆଧାର ରାୟକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ

ଭୁବନେଶ୍ୱର : ଆଧାର କାର୍ଡ ସଂପର୍କରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି। ଟ୍ୱିଟ୍‌ କରି ସେ ଲେଖିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ଦ୍ବାରା ଏହି ସ୍କିମ୍‌ର ସ୍ୱାଭାବିକ ମୂଲ୍ୟବୋଧ ବଜାୟ ରହିଥିବା ବେଳେ ତଥ୍ୟର ଗୋପନୀୟତା ଉଲ୍ଲଙ୍ଘନ ନେଇ ଯେଉଁ ଚିନ୍ତା ବା ଆଶଙ୍କା ରହିଥିଲା, ତାହାର ସମାଧାନ ହୋଇଛି। ଏହି ରାୟ ପ୍ରତିଟି ହିତାଧିକାରୀଙ୍କୁ ଲାଭ ପାଇବା ନିଶ୍ଚିତ କରିଥିବା ବେଳେ ଅନେକ ସେବାକୁ ଅଣବାଧ୍ୟତାମୂଳକ କରିଛି। ଆଶା କରୁଛୁ, ସାର୍ବଜନୀନ ସେବା ପ୍ରଦାନରେ ଏହା ପାରଦର୍ଶିତା ଆଣିବ।

ସମ୍ବନ୍ଧିତ ଖବର