ନକ୍ସଲ ନ୍ୟାସନାଲ କୋଡିନେଟର ଏନ୍‌ଭି ରାଓ ଛତିଶଗଡରୁ ଗିରଫ

ରାୟପୁର: ଛତିଶଗଡ ପୁଲିସକୁ ରବିବାର ଏକ ବଡ ସଫଳତା ମିଳିଛି । ନ୍ୟାସନାଲ ଜିଓଫିଜିକାଲ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ଟେକ୍‌ନିକାଲ ଅଫିସର ଥିବା ଏନ୍‌ଭି ରାଓଙ୍କୁ ପୁଲିସ ନକ୍ସଲ କାର୍ଯ୍ୟକଳାପ ସହିତ ଜଡିତ ଥିବା ଅଭିଯୋଗରେ ଗିରଫ କରିଛି । ଏହା ସହ ୨୩ ଡେଟୋନେଟର, ଗୋଟିଏ ମୋବାଇଲ ଓ ନକ୍ସଲ ପତ୍ରିକା ଜବତ ହୋଇଥିବା ଜଣାପଡିଛି । କୋଡିନେଟରଙ୍କୁ ଛତିଶଗଡର ରାଜନନ୍ଦଗାଓଁରୁ ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ପୁଲିସ ଗରିଫ କରିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର