ଓଡ଼ିଶା ସ୍ଲରୀ ପାଇପଲାଇନ ଇନଫ୍ରାଷ୍ଟ୍ରକଚରକୁ ୧୩୦୦ କୋଟି ପ୍ରଦାନ ପାଇଁ ଆର୍ସେଲର ମିତ୍ତଲକୁ ନିର୍ଦ୍ଦେଶ ଦେଲେ କମ୍ପାନି ଲ’ ଟ୍ରିବୁନାଲ

ଭୁବନେଶ୍ବର : ଶ୍ରେୟୀ ଇନଫ୍ରାଷ୍ଟ୍ରକଚର ଅଧିନସ୍ଥ ଓଡ଼ିଶା ସ୍ଲରୀ ପାଇପଲାଇନ ଇନଫ୍ରାଷ୍ଟ୍ରକଚରକୁ ୧୩୦୦ କୋଟି ପ୍ରଦାନ ପାଇଁ ଆର୍ସେଲର ମିତ୍ତଲକୁ ଜାତୀୟ କମ୍ପାନି ଲ ଟ୍ରିବୁନାଲଙ୍କ ଅହମଦାବାଦ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ସିଆଇଏମପି ବା କର୍ପୋରେଟ ଇନସଲଭେନ୍ସି ରିଜୋଲ୍ୟୁସନ ପ୍ରୋସେସ ମୂଲ୍ୟ ବାବଦରେ ଏହି ଅର୍ଥ ପ୍ରଦାନ ପାଇଁ ମିତ୍ତଲକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବୁନାଲ ।

କମ୍ପାନି ଦେବାଳିଆ ଆଇନ ଅନୁସାରେ  ଆର୍ସେଲର ମିତ୍ତଲ ଓଡ଼ିଶାରେ ଥିବା ଏସାର ଷ୍ଟିଲର ପ୍ରକଳ୍ପ ଖରିଦ କରିଥିଲା  । ଏହି କ୍ରୟ ମୂଲ୍ୟ ମଧ୍ୟରେ  ସ୍ଲରୀ ପାଇପଲାଇନ ବ୍ୟବହାରକୁ ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ନିୟମ ଅନୁସାରେ ଏହି ପାଇପଲାଇନର ବ୍ୟବହାର ପାଇଁ ଏହାର ମାଲିକାନା ରଖିଥିବା  ଶ୍ରେୟୀ ଇନଫ୍ରାଷ୍ଟ୍ରକଚର ଅଧିନସ୍ଥ ଓଡ଼ିଶା ସ୍ଲରୀ ପାଇପଲାଇନ ଇନଫ୍ରାଷ୍ଟ୍ରକଚରକୁ ଆର୍ସେଲର ମିତ୍ତଲ କୌଣସି ଅର୍ଥ ଦେଇନଥିଲା । ଏହା ବିରୁଦ୍ଧରେ ଶ୍ରେୟୀ ଟ୍ରିବୁନାଲଙ୍କ ଦ୍ବାରସ୍ଥ ହୋଇଥିଲା । ମାମଲାର ବିଚାର କରି ଶ୍ରେୟୀକୁ ୧୩୦୦ କୋଟି

ସମ୍ବନ୍ଧିତ ଖବର