ଭୁବନେଶ୍ବର: ଆଜି ରାଜ୍ୟରେ ୪୩୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୮୨୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୮୮୮କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
22. Mayurbhanj: 127
23. Nawrangpur: 143
24. Nayagarh: 84
25. Nuapada: 74
26. Puri: 203
27. Rayagada: 62
28. Sambalpur: 130
29. Sonepur: 129
30. Sundargarh: 138
31. State Pool: 164New Recovery: 4052
Cumulative Tested: 2956301
Positive: 196888
Recovered: 157265
Active Case: 38818— I & PR Department, Odisha (@IPR_Odisha) September 24, 2020
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୫୬୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୮୪, ଗଞ୍ଜାମ ଜିଲ୍ଲାରୁ ୯୦, ବଲାଙ୍ଗୀର ଜିଲ୍ଲାରୁ ୫୩, ବାଲେଶ୍ବର ଜିଲ୍ଲାରୁ ୧୬୨, କୋରାପୁଟ ଜିଲ୍ଲାରୁ ୭୭, ଭଦ୍ରକ ୧୦୫, ରାୟଗଡ଼ା ଜିଲ୍ଲାରୁ ୬୨, ପୁରୀ ଜିଲ୍ଲାରୁ ୨୦୩, ସୁନ୍ଦରଗଡ଼ ଜିଲ୍ଲାରୁ ୧୩୮, ଜଗତସିଂହପୁର ଜିଲ୍ଲାରୁ ୧୯୩, ସମ୍ବଲପୁର ଜିଲ୍ଲାରୁ ୧୩୦, କଳାହାଣ୍ଡି ଜିଲ୍ଲାରୁ ୫୮, ଯାଜପୁର ଜିଲ୍ଲାରୁ ୧୫୧, କନ୍ଧମାଳ ଜିଲ୍ଲାରୁ ୧୪୩, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୦୯, ମାଲକାନଗିରି ଜିଲ୍ଲାରୁ ୩୪, ଗଜପତି ଜିଲ୍ଲାରୁ ୧୯, ମୟୂରଭଞ୍ଜ ଜିଲ୍ଲାରୁ ୧୨୭ , ଝାରସୁଗୁଡ଼ା ଜିଲ୍ଲାରୁ ୧୭୪, ଢେଙ୍କାନାଳ ଜିଲ୍ଲାରୁ ୫୬, ନବରଙ୍ଗପୁର ଜିଲ୍ଲାରୁ ୧୪୩, କେନ୍ଦୁଝର ଜିଲ୍ଲାରୁ ୯୦, ସୁବର୍ଣ୍ଣପୁର ଜିଲ୍ଲାରୁ ୧୨୯, ଅନୁଗୁଳ ଜିଲ୍ଲାରୁ ୧୫୫, ବରଗଡ଼ ଜିଲ୍ଲାରୁ ୧୦୮, ନୂଆପଡ଼ା ଜିଲ୍ଲାରୁ ୭୪, ଦେବଗଡ଼ରୁ ୨୨ ଓ ବୌଦ୍ଧ ଜିଲ୍ଲାରୁ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୧୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏବେ ରାଜ୍ୟରେ ମୋଟ୍ ୧,୫୭,୨୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮,୮୧୮ ରହିଛି।