ଭୁବନେଶ୍ବର : ଓଏଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୫୯ଟି ବ୍ଲକ୍ରେ ନୂଆ ବିଡିଓଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ତହସିଲ୍ରେ ତହସିଲ୍ଦାର୍ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ଆଜି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି।
ରାଜ୍ୟର ୫୯ ବ୍ଲକ୍ରେ ନୂଆ ବିଡିଓ ନିଯୁକ୍ତି ପାଇଲେ
/sambad/media/post_attachments/wp-content/uploads/2018/10/odisha-govt.jpg)