ସମ୍ବଲପୁର: ରାଜ୍ୟ ସରକାର ସମ୍ବଲପୁରରେ ନୂତନ କୋଭିଡ଼ ହସ୍ପିଟାଲ ନିର୍ମାଣ ଏକ କରିବାକୁ ଯାଉଛନ୍ତି, ଯାହା ଏକ ବିକାଶ ସିଟି ହସ୍ପିଟାଲ ହେବ। ୮୦ଟି ଏଚଡ଼ିୟୁ, ୨୦ଟି ଆଇସିୟୁ, ୧୦ଟି ଭେଂଟିଲେଟର ବେଡ଼ର ଚିକିିତ୍ସା ସୁବିଧା କରାଯିବ ।
New Indian Expressଏହା ସହ ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରାରେ ଥିବା ଡିସିଏଚରେ ୨୦ଟି ସାଧାରଣ ବେଡ୍, ୩୦ଟି ଆଇସିୟୁ ବେଡ୍ ନୂଆ ହେବ। ଅନୁଗୁଳ ଜିଲ୍ଲାର ତାଳଚେରରେ ୪୦ରୁ ଶହେକୁ ଆଇସିୟୁ, ୧୦ରୁ ୩୦ଟି ଆଇସିୟୁକୁ ବଢାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/New-Covid-Hospital-in-Sambalpur_Thumbnail.jpg)