ନୂଆ ସୁନା ଅଳଙ୍କାର ଧାରଣ କଲେ ସମଲେଶ୍ବରୀ

ସମ୍ବଲପୁର: ସୁନାର ବେଲପତ୍ର, କଙ୍କଣ ଓ ପଦ୍ମମୁଖରେ ସଜେଇ ହୋଇଛନ୍ତି ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ। ପ୍ରଥମ ଥର ପାଇଁ ସମଲେଶ୍ବରୀ ସୁନା ଅଳଙ୍କାର ଧାରଣ କରିଛନ୍ତି। ପୂର୍ବାହ୍ନ ୧୦ଟାରେ ନୂଆ କରି ତିଆରି ହୋଇଥିବା ଅଳଙ୍କାର ସବୁକୁ ମନ୍ଦିର ଟ୍ରଷ୍ଟ କାର୍ଯ୍ୟାଳୟରେ ପ୍ରଦର୍ଶିତ କରାଯାଇଥିଲା। ଅପରାହ୍ନ ୩ଟାରେ ବିଧି ଅନୁଯାୟୀ ପୂଜା କରାଯାଇ ଅଳଙ୍କାରକୁ ମା’ଙ୍କୁ ପିନ୍ଧାଇଥିଲେ।

ସମ୍ବନ୍ଧିତ ଖବର