ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କାକଟପୁରସ୍ଥିତ ଦେଉଳି ମଠ ପରିସରରେ ଏକ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ମନ୍ତ୍ରୀ ଶ୍ରୀ ବେହେରା ଅସ୍ତରଙ୍ଗର ରୋହିତ ବେହେରାଙ୍କ ଏକମାତ୍ର କନ୍ୟା ନନ୍ଦିନୀଙ୍କୁ ବିବାହ କରିଛନ୍ତି।
କ୍ରୀଡ଼ାମନ୍ତ୍ରୀଙ୍କ ନୂଆ ଇନିଂସ୍
/sambad/media/post_attachments/wp-content/uploads/2021/02/kakatpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)