ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରେ ପୋଷ୍ଟ ଗ୍ରାଜୁଏଟ (ପିଜି) ଡିନ୍ ଭାବେ ଡ. ଦେବରାଜ ବେହେରା ଦାୟିତ୍ବ ଗ୍ରହଣ କରିଛନ୍ତି। ରାଜ୍ୟପାଳ ତଥା ଓୟୁଏଟି କୁଳାଧିପତିଙ୍କ ଅନୁମୋଦନ କ୍ରମେ ଓ କୁଳତପତିଙ୍କ ନିର୍ଦ୍ଦେଶରେ କୃଷି ଇଂଜିନିୟରିଂ କଲେଜର, କୃଷି ଯାନ୍ତ୍ରିକ ଓ ଶକ୍ତି ବିଭାଗୀୟ ମୁଖ୍ୟ ଡ. ବେହେରା କାର୍ଯ୍ୟଭାର ନେଇଥିବା ବୈଜ୍ଞାନିକ ଡ. ଦେବପ୍ରସାଦ ମଲ୍ଲିକ ସୂଚନା ଦେଇଛନ୍ତି।
ଓୟୁଏଟିରେ ନୂତନ ପିଜି ଡିନ୍ଙ୍କ ଯୋଗଦାନ
/sambad/media/post_attachments/wp-content/uploads/2022/05/ouat.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)