ଭୁବନେଶ୍ବର: ଆଜି ଓଡ଼ିଶାରେ ୫୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୯୪ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୯୭ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜି ୨୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
23. Rayagada: 1
24. Sambalpur: 20
25. Sundargarh: 18New Recoveries: 453
Cumulative Tested: 377893
Positive: 16701
Recovered: 11330
Active Cases: 5259— I & PR Department, Odisha (@IPR_Odisha) July 18, 2020
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨, ଖୋର୍ଦ୍ଧାରୁ ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି କଟକରେ ୩୮, ଯାଜପୁରରେ ୧୯, ବାଲେଶ୍ବରରେ ୧୩, ଜଗତସିଂହପୁର ଜିଲ୍ଲାରେ ୨୨, ପୁରୀରେ ୬, କେନ୍ଦ୍ରାପଡ଼ାରେ ୮, ଭଦ୍ରକ ଜିଲ୍ଲାରେ ୩, ସୁନ୍ଦରଗଡ଼ରେ ୧୮, ବଲାଙ୍ଗୀରରେ ୯, ମୟୂରଭଞ୍ଜରେ ୨୨, ନୟାଗଡ଼ରେ ୧୧, କେନ୍ଦୁଝରରେ ୨, ଝାରସୁଗୁଡ଼ାରେ ୫, ବରଗଡ଼ ଜିଲ୍ଲାରେ ୩୫, ଅନୁଗୁଳରେ ୧, ମାଲକାନଗିରିରେ ୮, ସମ୍ବଲପୁରରେ ୨୦, ଦେବଗଡ଼ରେ ୩, ବୌଦ୍ଧରେ ୫, ଢେଙ୍କାନାଳ ଜିଲ୍ଲାରେ ୯, କୋରାପୁଟରେ ୪, ରାୟଗଡ଼ା ଜିଲ୍ଲାରେ ୧ ଓ ନବରଙ୍ଗପୁର ଜିଲ୍ଲାରେ ୨୨ରେ ପହଞ୍ଚିଛି।
Covid-19 Report For 17th July
New Positive Cases: 591
In Quarantine: 394
Local Contacts: 197(Details of local contacts will be shared by concerned District Administration)
Dist Wise Cases
1. Angul: 1
2. Balasore: 13
3. Baragarh: 35
4. Bhadrak: 3
5. Bolangir: 9
6. Boudh: 5— I & PR Department, Odisha (@IPR_Odisha) July 18, 2020
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୧, ୩୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨୫୯ ରହିଛି।