ବାରିପଦା : ବିଶିଷ୍ଟ ଶିକ୍ଷାବିତ ତଥା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସାଙ୍କୁ ହିମାଚଳପ୍ରଦେଶ ଶିମଳାସ୍ଥିତ ‘ସୋସାଇଟି ଅଫ୍ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍’ର ମନୋନୀତ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଦେଶର ଅନ୍ୟ ୬ଟି ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ପ୍ରଫେସର ଶ୍ରୀ ବସାଙ୍କୁ ୩ ବର୍ଷ ପାଇଁ ମନୋନୀତ କରାଯାଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଫେସର ବସାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ପ୍ରଫେସର କିଶୋର ବସାଙ୍କୁ ନୂଆ ଦାୟିତ୍ୱ
‘ସୋସାଇଟି ଅଫ୍ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍ର ସଦସ୍ୟ ହେଲେ’
/sambad/media/post_attachments/wp-content/uploads/2022/01/kishor-b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)