ନିଆଳି: ତିନି ମେଣ୍ଢା ମୃତ; ଏକ ମେଣ୍ଢା ଆହତ

ନିଆଳି: ଗତ ରାତିରେ ପୁଣି କୌଣସି ଅଜ୍ଞାତ ଜନ୍ତୁ ଆକ୍ରମଣର ଶିକାର ହୋଇ ତିନୋଟି ମେଣ୍ଢା ନିହତ ହେବା ସହ ଗୋଟିଏ ମେଣ୍ଢା ସାଙ୍ଘାତିକ ଆହତ ହୋଇଛି।

ନିହତ ମେଣ୍ଢା ତିନୋଟି ହେଉଛନ୍ତି ଗୋବିନ୍ଦପଦା ଗ୍ରାମନିବାସୀ ଗୋବର୍ଦ୍ଧନ ସ୍ୱାଇଁଙ୍କର ଏବଂ ଆହତ ମେଣ୍ଢାଟି ହେଉଛି ଢିଅବାସାହିର ପହଲି ବେହେରାଙ୍କର।

ସମ୍ବନ୍ଧିତ ଖବର