ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ୯ ଜଣ ଡିଏସ୍ପିଙ୍କୁ ପଦୋନ୍ନତି ଦେଇଛନ୍ତି। ଏହି ଜଣ ପୁଲିସ ଅଧିକାରୀ ଡିଏସ୍ପି ପଦୋନ୍ନତି ପାଇ ଅତିରିକ୍ତ ଏସ୍ପି ହୋଇଛନ୍ତି।
ସୂଚନା ଅନୁସାରେ ପ୍ରଦୀପ ଜାଲି, ମନୋରଂଜନ ପ୍ରଧାନ, ବିପିନ ବେହେରା, ପ୍ରମୋଦ ରଥ, ଇତିକାନ୍ତ ମହାପାତ୍ର, ସୟଦ ମୁଜିବୁର ରେହମାନ, ସୁଦାମ ସାହୁ, କିଶୋର ପାଣିଗ୍ରାହୀ ଓ ଜ୍ଞାନରଂଜନ ମହାପାତ୍ର ଅତିରିକ୍ତ ଏସ୍ପି ପଦ ପାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/police-cap.jpg)