ପୁଣି ହସ୍ପିଟାଲରେ ଭର୍ତି ହେଲେ ନିରଞ୍ଜନ

ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ପୁଣିଥରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ଅସୁସ୍ଥତା କାରଣରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତି କରାଯାଇଥିବା ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ ଗତ ନଭେମ୍ବର ମାସରେ ପିସିସି ସଭାପତି ଅସୁସ୍ଥତା କାରଣରୁ ଆପୋଲୋ ହସ୍ପିଟାଲରେ ଭର୍ତି ହୋଇଥିଲେ।

ସମ୍ବନ୍ଧିତ ଖବର