ଭୁବନେଶ୍ୱର: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ଓଡ଼ିଶା ଆସୁଛନ୍ତି ।  ଦିନିକିଆ ଓଡ଼ିଶା ଗସ୍ତରେ ଆସି ସେ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ।

Advertisment

ଏହାପରେ ଅପରାହ୍ନରେ ଭୁବନେଶ୍ୱର ଆସି ବରମୁଣ୍ଡା ପଡ଼ିଆରେ ରାଜ୍ୟ ପାଇଁ ପ୍ରାୟ ୪ ହଜାର କୋଟିରୁ ଅଧିକ ଟଙ୍କାର ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଉଦ୍‌ଘାଟନ କରିବେ।

ଅଧିକ ପଢ଼ନ୍ତୁ: ଆମେରିକା-ଚୀନ୍ ଜଳକା ହୋଇ ଚାହିଁ ରହିଲେ, ତାଇୱାନ ଜୀବନ୍ତ ହୃଦୟକୁ ବଦଳାଇ ଦେଲା

ତାଙ୍କର ଓଡ଼ିଶା ଗସ୍ତ ଅବସରରେ ସେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । 

ଅଧିକ ପଢ଼ନ୍ତୁ:  ଏଲିଅନ୍ ସହିତ ମୁହାଁମୁହିଁର ଆଶ୍ଚର୍ଯ୍ୟଜନକ କାହାଣୀ, ୨୩ ଜଣ ସୋଭିଏତ୍ ସୈନିକ ପଥର ହୋଇଯାଇଥିଲେ: ସିଆଇଏର ଗୁପ୍ତ ତଥ୍ୟ ପ୍ରକାଶ

nitin gadkari | Odisha