ଯୁକ୍ତ ୨ ପରୀକ୍ଷା ସମୟରେ ଛୁଟିରେ ଯାଇ ପାରିବେନି ଅଧ୍ୟାପକ-ଅଧ୍ୟାପିକା

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ନିକଟତର ହୋଇ ଆସିଥିବା ବେଳେ ପରୀକ୍ଷା ପରିଚାଳନା ନେଇ କଲେଜ କର୍ତ୍ତୃପକ୍ଷମାନଙ୍କୁ ସତର୍କ ଘଣ୍ଟି ଦେଇଛନ୍ତି। ପରୀକ୍ଷା ସମୟରେ ଅଧ୍ୟାପକ-ଅଧ୍ୟାପିକାମାନେ ଛୁଟିରେ ଯାଇ ପାରିବେ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମଙ୍ଗଳବାର କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର