ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲାର ଲୋଇସିଂହାର ୨ଟି ବୁଥରେ ଲୋକେ ଭୋଟ୍ ବର୍ଜନ କରିଛନ୍ତି। ଏଠାରେ ମତଦାନ କେନ୍ଦ୍ର ଦୂର ହୋଇଥିବା ବବଜା ଓ ଜଙ୍କରିଅ ଗାଁ ଲୋକେ ଭୋଟ୍ ବର୍ଜନ କରିଛନ୍ତି । ଠିକ୍ ସେହିପରି ପୋଲ ଓ ରାସ୍ତା ନିର୍ମାଣ ଦାବି ପୂରଣ ନ ହେବାରୁ କନ୍ଧମାଳର ଡକାଙ୍ଗି ଗାଁର ୬୯ନଂ ବୁଥ୍ ଆଗରେ ଗ୍ରାମବାସୀଙ୍କ ଧାରଣା ଜାରି ରହିଛି। ସେମାନେ ବି ଭୋଟ୍ ବର୍ଜନ କରିବାର ନିଷ୍ପତି ନେଇଛନ୍ତି। ଠିକ୍ ସେହିପରି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ ଗୁମି ଓ ଢିପାମାଳ ପଞ୍ଚାୟତର ୧୪ଟି ଗାଁର ଶତାଧିକ ଭୋଟର ଭୋଟ୍ ବର୍ଜନ କରିଛନ୍ତି ।
ବଲାଙ୍ଗୀରର ୨ଟି ଓ କନ୍ଧମାଳର ଗୋଟିଏ ବୁଥରେ ଭୋଟ ବର୍ଜନ
/sambad/media/post_attachments/wp-content/uploads/2019/04/voting_election_pti_750_0-2.jpg)